Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jharana Rout

Tragedy Inspirational

3  

Jharana Rout

Tragedy Inspirational

ନିସ୍ତବ୍ଧ ଲାଗୁଛି ଏହି ଦୁନିଆ

ନିସ୍ତବ୍ଧ ଲାଗୁଛି ଏହି ଦୁନିଆ

1 min
218



ଆଜି କାଇଁ ଲାଗେ ଏ ଦୁନିଆ ଅଶାନ୍ତ

  ସବୁ ଆଡେ ଲାଗୁଛି ଶୂନ୍ୟ ସ୍ୱରୂପ 

ଜୀବନ ପ୍ରତି ଆଉ ନାଁହି ବିଶ୍ବାସ

   ସବୁ ଥାଇ ଆଜି ପୁଣି ଲାଗେ ନିସ୍ତବ୍ଧ ||




ସବୁ ହସ, ଖୁସି, ଆଜି ମଉଳି ଗଲାଣି

  ସବୁ ସ୍ନେହ ପ୍ରେମ ଫିକା ପଡିତ ଗଲାଣି 

କି ଭୁତାଣୁ ବିସ୍ତାର ହେଲା ଆମ ଏ ବିଶ୍ୱରେ 

  ସଭିଙ୍କୁ ଗ୍ରାସ କରୁଛି ଛୋଟ୍ ଠାରୁ ବୁଦ୍ଧ ଯାଏଁ ||



ଡରିବା ନାଁହି ଆମେ ଦୃଢ଼ ବିଶ୍ବାସ ରଖିବା

  ଏହି କରୋନା ଠାରୁ ଆମେ ସଭିଏଁ ଜିତିବା 

 ଜନଗହଳି ଠାରୁ ଆମେ ଦୁରେଇ ରହିବା 

   ବିନା କାରଣରେ ବାହାରକୁ ନ ବାହାରିବା ||



ସରକାର ନିୟମକୁ ଅନୁସରଣ କରିବା 

  ଅଯଥାରେ ଆମେ ଭୟବିତ ନ ହେବା 

ଭଗବାନ ନାମକୁ ନୀତି ସ୍ମରଣ କରୁଥିବା 

  ଏ କରୋନା କବଳରୁ ଆମେ ନିଶ୍ଚୟ ଜିତିବା ||


       


Rate this content
Log in

Similar oriya poem from Tragedy