Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suryakanta parida

Romance

3  

Suryakanta parida

Romance

ନିଶ୍ଚଳ ଦୃଦୟ

ନିଶ୍ଚଳ ଦୃଦୟ

1 min
291



ରାତି ସରି ଯାଏ ସପ୍ନ ସରେ ନାହିଁ

  ତମକୁ ଦେଖିଲା ପରେ !

ଜହ୍ନ ଲୁଚି ଯାଏ ମେଘ ବଳୟରେ

   ତମେ ଚାଲିଗଲା ପରେ !

କୋଇଲି ଗାଏନି ବସନ୍ତରେ ଆଉ

  ତମ ଠିକଣା ବଦଳିଲା ପରେ !

ସ୍ମୃତି ସବୁ ଯେତେ ଇନ୍ଦ୍ରଧନୁ ସାଜେ

   ମୋ ହୃଦୟ ଆକାଶରେ !

ନିଶ୍ଚଳ ଆଜି ମୋ ଦୃଦୟ ସାଗର

   ତମେ ଚାଲିଗଲା ପରେ !

ନୟନ ସାଜିଛି ମେଘମାଳଟିଏ

    ତମ ମିଛ ଅପେକ୍ଷାରେ ! 



రచనకు రేటింగ్ ఇవ్వండి
లాగిన్

Similar oriya poem from Romance