Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Dr Susmita Dash

Inspirational Others Abstract

2.8  

Dr Susmita Dash

Inspirational Others Abstract

ନିର୍ଜରା

ନିର୍ଜରା

1 min
13.1K


ନିରୂପମା ସିଏ ରୂପ ରେ ଗୁଣ ରେ,

ନିର୍ମଳ ଭାବମୂର୍ତ୍ତି ସଦା ହୃଦୟ ରେ....

ନିମିଷେ ରାଗେ,ନିମିଷକେ ହସେ,

ନିଜ ଦୁଃଖ,କୋହ ମନରେ ରଖେ ସେ ।

 ମାଁ ଟି ସିଏ.....

ନିର୍ମଳ ଗଗନ ପରି ଅସୀମ ତା 

ପ୍ରେମର ସମ୍ଭାର,ନିଖୁଣ ସ୍ୱଭାବେ

ବାନ୍ଧି ରଖେ ପରିବାର...

ନିବୃତ ରଖେ ଅନ୍ୟାୟରୁ ସଂସାରକୁ ସଦା

ନିଷ୍ଠାପର କାର୍ଯ୍ୟ ତା'ର,

   କରେନା ପରନିନ୍ଦା ।

ନିଷ୍କଳଙ୍କ ତୁ ଜନନୀ!ଧୈର୍ଯ୍ୟ 

ତୋ ଅନନ୍ୟ ,ନିଷ୍ଠାପର ତୋ ଚିତ୍ତ,

ତୋତେ ପାଇ ଏ ଜଗତ ଧନ୍ୟ ,

ନିଳାଚଳ ବିହାରୀଙ୍କ ଠାରେ ମୋର ଏ ପ୍ରାର୍ଥନା,

ନିରୋଗ,ନିର୍ଜଳା କରି ରଖିଛନ୍ତି ତା'କୁ

   କରେ ମୁଁ ପ୍ରାର୍ଥନା ।


Rate this content
Log in