STORYMIRROR

Gangotri Priyadarshini

Abstract Tragedy Action

4  

Gangotri Priyadarshini

Abstract Tragedy Action

ନିର୍ଦ୍ଦୟ ବ୍ୟାଧି

ନିର୍ଦ୍ଦୟ ବ୍ୟାଧି

1 min
170

   

କେଡେ ନିର୍ଦ୍ଦୟ ବ୍ୟାଧି ତୁ,

ଦୁରେଇଛୁ ମା ଠାରୁ ଶିଶୁ କୁ

ସମ୍ପର୍କ ଠାରୁ ସମ୍ପର୍କୀୟ ଙ୍କୁ .....

ହୃଦୟ ରୁ ହୃଦୟ କୁ

ଚାରିଆଡେ ହାହାକାର,

ଏଠି ସମସ୍ତେ ସ୍ଵୟଂ ବନ୍ଦୀ ......

ପଚାରି ପାରିନି,

ସ୍ଵୟଂ ସ୍ରଷ୍ଟା ଈଶ୍ୱରଙ୍କୁ ବି;

କେମିତି କହିବେ ନିଜ ମୁହଁରେ ନିଜକୁ ବନ୍ଦୀ ବୋଲି ......???

ନିସ୍ତାର ନାହିଁ କାହାର,

ନା ଭକ୍ତର ନା ଭଗବାନଙ୍କର

କେବେ ଛେଦିବ ତୁମ ଚକ୍ରରେ ଭ୍ରମର କାୟାକୁ .......???

ସମସ୍ତେ ଜଡ ନିସ୍ତବ୍ଧ ଏଠି,

ମିଶାଣ ଫେଡାଣ ଭୟରେ ଭୟାତୁର

ଦୁଃସ୍ତ ଏଠି ମଣିଷ ସଭ୍ୟତା

କେବେ କେଜାଣି ମିଳିବ ଆର୍ତ୍ତ ଚିତ୍କାର ରୁ ତ୍ରାହି .......???



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract