STORYMIRROR

Liza Senapati

Abstract

3  

Liza Senapati

Abstract

ନିରବ ପ୍ରେମ

ନିରବ ପ୍ରେମ

1 min
81

ଥୁଣ୍ଟା ଗଛ ଟିଏ ପରି,

ଏକା ମୁଁ କାଟୁଚି ଜୀବନ,

ଅଦ୍ଧାରକୁ ନିଜର କରିଚି,

ଆଲୁଅ ମୋ ଠାରୁ ଦୂର।

ପ୍ରେମ କଲେ ନିତି ମରିବାକୁ ପଡେ।

କେବେ ଜଳିବାକୁ ,କେବେ ଜାଳିବାକୁ,

ପ୍ରେମର ପ୍ରତିଟି ସୋପାନ,

ଲାଗେ ନୂଆ ଭାରି ମିଠା,

ପ୍ରେମ ର ଦରଦ ଲୁହାର ଆଘାତ,.

ନପାଇଲେ ଭାଗ୍ୟ,

ପାଇଗଲେ ମିଳେ ସ୍ୱର୍ଗ,

ନିରବେ ଜଳୁଚି,

ନିରବ ପ୍ରେମ କୁ ଛାତିରେ ସାଇତି

ଅଦ୍ଧାର ଭିତରେ ବାଟବଣା ନିଜକୁ ଖୋଜୁଚି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Abstract