Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gargi Mishra

Drama Romance Tragedy

3  

Gargi Mishra

Drama Romance Tragedy

ନୀରବତାର ଆର୍ତ୍ତନାଦ

ନୀରବତାର ଆର୍ତ୍ତନାଦ

1 min
125



ପ୍ରିୟା ମୋର...

ମୋର ମୌନ ରହିବା କଣ ଭାବହୀନ?

ତୁମେ କଣ କରି ଜାଣନାହିଁ ମୋ

ନୀରବତାର ଅର୍ଥ ନିରୂପଣ?

ସଂସାର ତ ସ୍ୱାଧୀନତା ଦିଏ

ତରାଜୁରେ ତଉଲି ତଉଲି l

ବଦଳରେ

ଗଣିନିଏ କିନ୍ତୁ ପାହୁଲି ପାହୁଲି l

କହିଲେ ଦୋଷ ନକହିଲେ ଦୋଷ

ମରିବା ପୂର୍ବରୁ ଏତିକି ଓଠତଳ ଅବଶୋଷ

ସାହସତ ସୀମାହୀନ

ହେଲେଵି ତୁମ ପାଇଁ ଡରେ ମୋର ମନ

ମୁଁ ସିନା ଅଜଣା ସହରେ ନିଃସଙ୍ଗ,ନିରବ

ଜୀବନର ମାନେ ଖୋଜୁଖୋଜୁ ଲାଗେ ସବୁ ଅବାସ୍ତବ 

ତୁମେ ତ ଜନ ଗହଳିରେ ଵି ଦିଶୁଥାଅ ମୋତେ କାହିଁ

ଏକା ଏକା...

କହିଦେଲେ ଦୁରେଇ ଯାଅ ମୋ ଅଭିଶପ୍ତ ଜୀବନରୁ

ତୁମେ କହିବ ମୁଁ ଏକ ପ୍ରତାରକ ,

ଦେଇଛି ତୁମକୁ ଧୋକା...



Rate this content
Log in

Similar oriya poem from Drama