STORYMIRROR

Shitikantha gaigaria

Inspirational Others

3  

Shitikantha gaigaria

Inspirational Others

ନିଃଶ୍ୱ

ନିଃଶ୍ୱ

1 min
243


ନିଃଶ୍ବ,

ଆଜି ଏଇ ଜୀବନ ନଈର  

ସଂସାର ରୂପକ ଜଳେ  

ଅଥଳ ବାରିଧି ଅମାପ ଗଭୀର  

ଜଞ୍ଜାଳ ଲହରୀ ମାଳେ ।। 

 

ସମୟସ୍ରୋତରେ ହୁଏ ଆତଯାତ  

ଜୀବନ ରୂପକ ପୋତ  

କେତେବେଳେ ଆଣେ ସୁଖ ଜୁଆରତ  

ଭଟ୍ଟା ସାଜିଯାଏ ଦୁଃଖ ।। 

 

ଜୀବନର ସ୍ରୋତ ଅଟେ ତ ଦୁର୍ଗମ  

ଲଙ୍ଘିବାଟା ଭାରି କଷ୍ଟ  

ଅଳିକ ଜୀବନ କିଏବା ଜାଣିଛି  

କେଉଁ କ୍ଷଣେ ହେବ ଶେଷ ……।


ଶିତିକଣ୍ଠ ଗାଇଗାରିଆ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational