Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Children

3  

ଓଡ଼ିଆ ଗଳ୍ପ ଓ କବିତା - ୨

Children

ନେଉଳ ଭାଇ

ନେଉଳ ଭାଇ

1 min
7.5K


ନେଉଳ ଭାଇରେ ନେଉଳ ଭାଇ

ତରତର ହୋଇ ଯାଉଛୁ କାହିଁ ।

ମୋ’ ଆଡ଼କୁ ଟିକେ ଚାହିଁଦେ ବସି,

ତୋ’ଆଖି ମୋ’ଆଖି ଯାଉରେ ମିଶି ।

ଦେଖିଲେ ସକାଳେ ମୁହଁଟି ତୋର,

ଶୁଭ ହେବ ଆଜି ଦିନଟି ମୋର ।

ଏଡିକି ଟିକିଏ ଜୀବଟି ତୁହି,

ସାପ ଦେଖି ତୋତେ ପାରେନି ସହି ।

ଛୋଟ ସିନା ତୁହି ସାହାସୀ ଭାରି,

ବିଷଧର ସାପ ଦେଉତୁ ମାରି ।

ତୋଅରି ପରି ମୁଁ ସାହାସୀ ହେବି,

ଶତ୍ରୁକୁ ଦେଖିଲେ ଜବାବ ଦେବି ।


Rate this content
Log in

Similar oriya poem from Children