Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmini Parida

Inspirational

3  

Padmini Parida

Inspirational

ନେତାଜୀ ସୁବାସଚନ୍ଦ୍ରବୋଷ

ନେତାଜୀ ସୁବାସଚନ୍ଦ୍ରବୋଷ

1 min
115


   ଜନମି ନାହିଁକି ଜନମିବେ ନାହିଁ

   ନେତାଜୀ  ସୁବାଷ ଙ୍କ ଭଳିବରପୁତ୍ର।

   ଓଡିଶା ରେ ଜନମି ସାରା ଜଗତେ 

   ସୁବାଷ ବୋଷ ନାମେ ହେଲେ ଖ୍ୟାତ।

   କାବୁଲ, ବର୍ମା, ନାଇଲାଣ୍ଡ ଯାଏ ଚଢ଼ି

   ଇଂରେଜ ଙ୍କୁ ଦେଇଥିଲ ମୋଡି।

   ଦିଲ୍ଲୀ ଚଲୋ ଡାକରା ଦେଇ

   ଯୁବପିଡିଙ୍କୁ ଦେଲ କମ୍ପାଇ।

   ନେତାଜୀ ଆଜାଦ୍ ହିନ୍ଦ୍ ଫୌଜ ଗଢି

   ଗୋରା ଫଉଜ ଙ୍କ ସାଙ୍ଗେ ଲଢି।

   ମତେ ରକ୍ତ ଦିଓ

   ମୁଁ ତୁମକୁ ସ୍ୱାଧୀନ ଦେବି

   ଏହି ନା ରା ରେ ଦେଖାଇଲେ

   ଅସୀମ ସାହାସ।

   ନେତାଜୀଙ୍କ ସାହସ, ଦେଶ ଭକ୍ତିରେ

   ହିଟଲର କରିଥିଲେ ଚୁକ୍ତି ।

   ନେତାଙ୍କର ନେତା ସାଜିଲେ ସୁବାଷ

   ଉଡାଇଲେ ଇଗ୍ରେଜଙ୍କ ହୋଷ।

   ଛାଡି ନିଜ ସ୍ବାର୍ଥ ହେ ମହାପୁରୁଷ

   କରିଗଲ ଦେଶକୁ ସ୍ଵତନ୍ତ୍ର।

   ହେ ଓଡିଶା ର ବୀର ସୁପୁତ୍ର

   ଓଡିଶାବା ସୀ କରନ୍ତି ପାଦବନ୍ଦନ।

    ଛାଡି ନିଜ ପଦପଦବୀ  

    ଯଶ,ମାନ, କୀର୍ତ୍ତି ସୁନାମ ଅରଜି।

    କୋଟି ଭାରତୀୟଙ୍କ ହୃଦୟରେ

    ରହିଅଛ  ତୁମେ ଅମର ହୋଇ।

     

     

      



Rate this content
Log in

Similar oriya poem from Inspirational