ନାରୀ
ନାରୀ
ମୁଁ ଯେ କେବଳ ନୁହଇ ନାରୀ ,
ମୁଁ ଅଟେ ଏକ ବୀର ରମଣୀ ।
ମୋ ଶକ୍ତି ଯୁଗେ ଯୁଗେ ପ୍ରଚାର ,
ଲୋକ ମୁଖେ ପ୍ରଚଳିତ କେତେ କିମ୍ବଦନ୍ତୀର ।
ଇତିହାସ କହେ ବୀର ରମଣୀ ବୋଲି ତ ,
ମଳିନ ନୁହେଁ ତାହା ସ୍ୱର୍ଣ୍ଣାକ୍ଷରେ ଲିଖିତ ।
ନାରୀ କେତେ ସହନଶୀଳ ଓ ମନ ତା'ର ଶୁଦ୍ଧ ,
ସେ ଚାହିଁଲେ ରଣକ୍ଷେତ୍ରେ କରିପାରେ ଯୁଦ୍ଧ ।