STORYMIRROR

ARCHANA DEO

Inspirational

3  

ARCHANA DEO

Inspirational

ନାରୀ

ନାରୀ

1 min
31

 ତୁ ନାରୀ, ତୁ ସେହି ଶକ୍ତିର ରୂପ

ତୋ ଭିତରେ ଆତ୍ମଗୋପନ କରେ ପାପୀମାନଙ୍କର ପାପ

ତୁ ସବୁ ସହିଯାଉ ହସି ହସି, ଖୁସି ବାଣ୍ଟି ବୁଲୁ

ନ ଭାବି ପର କି ଆପଣା


ତୋ ଆଖିରେ ଅନେକ ଲୁହ ବସା ବାନ୍ଧେ

ତଥାପି ତୁ ଲୁହ ପୋଛି ଆଗେଇ ଚାଲୁ 

ପରିବାରର ବୋଝ ବହି


ତୁ ନାରୀ ବୋଲି ତ ଏତେ ଦୁଃଖ, ଏତେ ଯାତନା

ସହ୍ୟ କରିପାରୁ, ହସି ହସି କଷ୍ଟକୁ ଆପଣାର କରିନେଉ

ତୁ ନାରୀ ବୋଲି ସମ୍ପର୍କର ଭାବକୁ ବୁଝି

ସମସ୍ତଙ୍କୁ ନିଜର କରିନେଉ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational