STORYMIRROR

ARCHANA DEO

Others

3  

ARCHANA DEO

Others

ଅନାବନା କବିତା

ଅନାବନା କବିତା

1 min
242

ତୁମ ଲେଖନୀ ମୁନରୁ

ଝର ଝର ହୋଇ

ଝରି ଯାଉଥିବା

କବିତାଟି ମୁଁ

ତୁମ ଅଜାଣତର 

ଶୀର୍ଷକ ବିନ୍ଦୁର ପରିଧିଟିଏ ମୁଁ

ଲେଖି ଚାଲ ମୋତେ

ବିଭିନ୍ନ ଢଙ୍ଗରେ

ଉପସ୍ଥାପନ କରିଚାଲ ମୋତେ

ପୁଣି ହୃଦୟରୁ ହୃଦୟକୁ ଦିଅ ତୁମେ ବାର୍ତ୍ତା

ସେଥିପାଇଁ ତ ତମେ

ସୃଷ୍ଟିର ସ୍ରଷ୍ଟାଙ୍କ ପରି

ସୃଷ୍ଟି କରିଚାଲ ଅନାବନା ଧାଡ଼ିର କବିତା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍