STORYMIRROR

Sunanda Mohanty

Action Classics Others

3  

Sunanda Mohanty

Action Classics Others

ନାରୀ କୋଉ କୁଳର କେଜାଣି

ନାରୀ କୋଉ କୁଳର କେଜାଣି

1 min
174

ନାରୀ ଖେଳେ ଚକା ଭଉଁରୀ ଦୁଇ କୂଳେ ଥାଇ 

ବାପଘର ଶାଶୁ ଘର ଯେତେକଲେ କାହାର ନୋହିଁ 

ବୟସ ବଢିଲେ ପୁଅ ସ୍ୱାମୀ କାହାର ହେବ ସେହି 

ଦୁଇ ପୁଅ ଥିଲେ ଭାଗଵଣ୍ଟା ହୁଏ ରହି ରହି 

ଦୁଇ ଝିଅ ଥିଲେ ତୁଳନା ମମତା ର ହୋଇ 

ବୃଦ୍ଧା ବେଳେ ଯଦି ଏକା ଯାଏ ହୋଇ 

ସନ୍ତାପିତ ପ୍ରାଣ ମନ ହୃଦୟ ଘରେ ଲାଗେ ନାହିଁ 

ସନ୍ତାନ ସନ୍ତତି ସେକଥା ବୁଝନ୍ତି ବି ନାହିଁ 

ଥିଲେ ଦୁଇଜଣ ଭଗଵଣ୍ଟା ହୁଅନ୍ତି ପୁଅ ଝିଅ ଘରେ ରହି 

ଏକ ତିରିଶି ଓ ଅଣତିରିଶ ବା ଅଠେଇଶ ପଡୁଥିବା ମାସ 

ଭାଗଵଣ୍ଟା ହୋଇ ପାରେ ନାହିଁ, ଲୁହ ଅଦୃଶ୍ୟରେ ଯାଏ ବହି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action