Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banasmita Panda

Tragedy Classics Fantasy

3  

Banasmita Panda

Tragedy Classics Fantasy

ନାଚେ ଏ ମନ

ନାଚେ ଏ ମନ

1 min
217



ଆଜି ଅଗଷ୍ଟ ପନ୍ଦର

ନାଚୁଛି ମନ

ନାଚୁଛି ତନ

ଆହଃ କି ସୁନ୍ଦର

ଏ ହୃଦୟର ହୃଦୟ ସହ ସମାଗମ ।

ଆକାଶ ହସୁଛି ଆଜି

ହସେ ଆଜି ବାଦଲ

ଧଳା ଛିଟ ଚଦରରେ

ଶୋହେ ଗଗନ ।

ସୁରୁଜ ମନରେ ଖୁସି

ଉଜ୍ଜଳତା ରେ ଭରା ଭରା

କେତେ ରକମର ରଙ୍ଗରେ ରଙ୍ଗିତ

ତରଙ୍ଗାୟିତ କିରଣ ତାର

ସୁରୁଜ ବସି ହସୁଛି ଆଜି

ଖରା, ତାତି ଛାଡି ଦେଇଛି ।

ନାଚୁଛି ଦିନ

ନାଚେ ଆମ ତ୍ରିରଙ୍ଗା

ଗାଈ ସହିଦଙ୍କ ଗାଥା

ସହିଦ ପାଇଁ ଆଜି

ସ୍ୱାଧୀନ ଦେଶର ବାସୀ ଆମେ ,

ଇଂରେଜ ଯାଇଛି ହଟି

କି ପକା, କି ମାଟି

ଘରେ ଘରେ ଝୋଟି

ଦୁଃଖୀ ଦରିଦ୍ରଙ୍କ ମୁଖେ ।

ଦିଅ ହେ ଅନ୍ନ

ଭାରତ ମାତାର ଆଶା

କର ପୂରଣ

କାହା ପେଟ ଚାଖଣ୍ଡେ

ନ ରହୁ ଅପୁରଣ !



Rate this content
Log in

Similar oriya poem from Tragedy