Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Banasmita Panda

Tragedy Classics Fantasy


3  

Banasmita Panda

Tragedy Classics Fantasy


ନାଚେ ଏ ମନ

ନାଚେ ଏ ମନ

1 min 198 1 min 198


ଆଜି ଅଗଷ୍ଟ ପନ୍ଦର

ନାଚୁଛି ମନ

ନାଚୁଛି ତନ

ଆହଃ କି ସୁନ୍ଦର

ଏ ହୃଦୟର ହୃଦୟ ସହ ସମାଗମ ।

ଆକାଶ ହସୁଛି ଆଜି

ହସେ ଆଜି ବାଦଲ

ଧଳା ଛିଟ ଚଦରରେ

ଶୋହେ ଗଗନ ।

ସୁରୁଜ ମନରେ ଖୁସି

ଉଜ୍ଜଳତା ରେ ଭରା ଭରା

କେତେ ରକମର ରଙ୍ଗରେ ରଙ୍ଗିତ

ତରଙ୍ଗାୟିତ କିରଣ ତାର

ସୁରୁଜ ବସି ହସୁଛି ଆଜି

ଖରା, ତାତି ଛାଡି ଦେଇଛି ।

ନାଚୁଛି ଦିନ

ନାଚେ ଆମ ତ୍ରିରଙ୍ଗା

ଗାଈ ସହିଦଙ୍କ ଗାଥା

ସହିଦ ପାଇଁ ଆଜି

ସ୍ୱାଧୀନ ଦେଶର ବାସୀ ଆମେ ,

ଇଂରେଜ ଯାଇଛି ହଟି

କି ପକା, କି ମାଟି

ଘରେ ଘରେ ଝୋଟି

ଦୁଃଖୀ ଦରିଦ୍ରଙ୍କ ମୁଖେ ।

ଦିଅ ହେ ଅନ୍ନ

ଭାରତ ମାତାର ଆଶା

କର ପୂରଣ

କାହା ପେଟ ଚାଖଣ୍ଡେ

ନ ରହୁ ଅପୁରଣ !



Rate this content
Log in

More oriya poem from Banasmita Panda

Similar oriya poem from Tragedy