STORYMIRROR

Bikesh Sahu

Abstract Inspirational Thriller

3  

Bikesh Sahu

Abstract Inspirational Thriller

ମୂଲ୍ୟ

ମୂଲ୍ୟ

1 min
272

ମୁଁ ନିଜକୁ ନିଜେ କେବେ 

ଭେଟି ନାହିଁ ଏକାନ୍ତରେ

ନିଭୃତ ଭାବରେ


ଯଦି ଭେଟନ୍ତି କେବେ 

ତେବେ ପଚାରନ୍ତି ପ୍ରଶ୍ନ ଏକ 

ନିର୍ଭୟ ଭାବରେ


'ତୋ ଭିତରେ ଏତେ କାହିଁ

ଅଭିମାନ, ରାଗ, ଦ୍ୱେଷ 

ଆସୁରିକ ମୋହର ଅନ୍ଧାର


କାଲି ଯଦି ମୃତ୍ୟୁ ହୁଏ ତୋର

ଏସବୁର ମୂଲ୍ୟ କ'ଣ ଅଛି ବା କହ ତ ?'


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract