Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gouri Panda

Tragedy

3  

Gouri Panda

Tragedy

ମୁଠାଏ ଭାତ

ମୁଠାଏ ଭାତ

1 min
341



ମୁଠାଏ ଭାତ

ନ ମିଳିଲେ ଦେଖ

ନିଜର ପେଟ ବି ମାରିବ ଲାତ। 

ଏଇ ଭାତ ପାଇଁ 

କେତେ ଗଣ୍ଡଗୋଳ 

ଭାତ ନ ମିଳିଲେ ଡହଳବିକଳ। 

ଏଇ ଭାତ ପାଇଁ 

କେତେ ଦେଖ ନାଟ

ଭାତ ନ ଖାଇଲେ ବଣାହୋଇଯାଏ ବାଟ। 

ଗରୀବ ଲୋକଙ୍କ 

ସମ୍ପତ୍ତି ଏ ଭାତ

ସକାଳ ପାଇଲେ ମୁଣ୍ଡରେ ଦିଅନ୍ତି ହାତ। 

କିଏ ବୁଝିବ ବା ଦୁଃଖ 

ମୁଠାଏ ଭାତକୁ 

ପୁଞ୍ଜାଏ ଗାଳି ଶୁଣାଇ ଦିଅନ୍ତି ଦେଖ। 

କୁକୁର ଖାଉଛି

ଚିକେନ୍, ମଟୋନ

ଗରୀବ ଖାଉଛି ଗାଳି

ଦେଖ ଏ ସଂସାର ନିୟମ ହେ ପ୍ରଭୁ 

ତୁମେ ହିଁ ଶିଖାଅ ବାଟ। 

ମୁଠାଏ ଭାତ କୁ

ଛଅ ପୁଞ୍ଜା ଗାଳି

ଗରୀବ ଏଇଠି ସବୁରୀ ଶାଳୀ। 

ବୁଝିବାକୁ ନାହିଁ କେହି

ସବୁ ଗାଳିତକ ଯାଉଛି ସହି

ସେ ମୁଠାଏ ଭାତ ର ପାଇଁ 

ତା'ମନର ଯନ୍ତ୍ରଣା ବୋହି। 



Rate this content
Log in

Similar oriya poem from Tragedy