STORYMIRROR

Disambar Meher

Romance

3  

Disambar Meher

Romance

ମୁଁଇ ତୋର୍ ଆଏ ........

ମୁଁଇ ତୋର୍ ଆଏ ........

1 min
268

ମାନୁଛେ ମୁଁଇ ବଦମାସ୍ ଆଏ

ମାନୁଛେ ମୁଁଇ ପାଗଲ୍ ଆଏ

ଯାହା ହେଲେ ଭି ପିରିଆ

ମୁଁଇ ତୋର୍ ତ ଆଏ ।

ତୁଇ କଥା ନେଇ ହେଲେ

ଦମ୍ ଧରି ନାଇଁ ପାରେ

ତୁଇ ମୁହୁଁ ମୁଡି ଦେଲେ

ବଁଚି ନାଇଁ ପାରେ ।

ମୁଇଁ କହି ନାଇଁ ପାରେ

କେତେ ତକେ ଭଲ ପାଏସି

ଦେଖେଇ ନେଇ ପାରେ ତୋର୍ ବିନେ

ଇ ହୃଦ୍ କେ କେତେ ଦୁକ୍ ହେସି

ଛନେକ୍ ନେଇ ଦେଖ୍ଲେ ତକେ

ଖୋବ୍ ଏକ୍ଲା ଏକ୍ଲା ଲାଗସି

ଯାହା ହେଲେ ଭି ପିରିଆ

ମୁଁ ତକେ ଖୋବ୍ ଭଲ୍ ପାଏସି ।

ତୋର୍ ଆଖିର୍ କଜଲ୍

ଚୁଣର୍ ଲାଲି ,ଲଚ୍କି ଲଚ୍କି ଚାଲି

ନାକ୍ ଉପ୍ରେ ତୋର୍ ରିସ୍ମି

ପ୍ୟାର୍ ନେ ଦେସୁ କେତେ ଗାଲି

ଯାହା ହେଲେ ଭି ଫିରିଆ

ମୁଇଁ ତୋର୍ ଆଏ ଖାଲି ।


Rate this content
Log in

Similar oriya poem from Romance