STORYMIRROR

Sunanda Mohanty

Classics Others Children

4  

Sunanda Mohanty

Classics Others Children

ମୁନା ପାଇଁ

ମୁନା ପାଇଁ

1 min
208

ପବନ ବହୁଛି ସାଇଁ ସାଇଁ 

ଖରାବି ମାରୁଛି ଟାଇଁ ଟାଇଁ 

ମନମାରି ମୁନା ବସିଛୁ କାହିଁ ? 

ଗୁଡ଼ିଟା ଉଡୁଛି ଫଡ ଫଡ 

ଜେଜେମା ହେଉଛି ଧଡ଼ ପଡ 

ମୁନା ବଡ଼ ହୋଇ ଜିଣିବ ଗଡ଼  ।

କଇଁଚି, କାକୁଡି, ଲଳିତା ପିତା 

କୁନାଟା ହେଵଲୋ ଜଗତଜିତା 

ସେପାଇଁ ବାପା ଆଣନ୍ତି ଵହି 

ବୋଉର ହାତ ପରସା ଖାଇ 

ବଡ଼ ହେଲେ ମୁନା ଅଫିସର ହୋଇ 

ଅବା ହୋଇପାରେ ଡାକ୍ତର ଓକିଲ ଭାଇ 

ସଭିଏଁ ହସିବେ ନାଚିବେ ତାଳି ଦେଇ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics