STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ମୁଁ

ମୁଁ

1 min
272

ଚିରସ୍ରୋତା ସ୍ରୋତସ୍ୱିନୀ ନଈଟିଏ ଭଳି

ବହିଥାନ୍ତି ଯଦି ମାନିନଥାନ୍ତି ବାଧା ବନ୍ଧନ

ଏଇ ବୋଧେ ବନ୍ଧନ

 ଉଇଁଥାନ୍ତି ଯଦି ଆକାଶରେ ଜହ୍ନଟିଏ

ହୋଇଥାନ୍ତି ଯଦି ସୂରୁଜଟିଏ

ଆଲୁଅ ଅନ୍ଧାର ଜୀବନ ଖେଳରେ ବୁଣି ଦିଅନ୍ତି ଆଲୋକ

ଫୁଲଟିଏ ଭଳି ଫୁଟିଥାନ୍ତି ଯଦି

ଝରିଥାନ୍ତି ଝରିବା ଆଗରୁ ମହକି ତ ପାରିଥାନ୍ତି

କହିଥାନ୍ତି ମୁଁ ଏମିତି ମହକିଯାଏ





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଛଳନା

ଛଳନା

1 min ପଢ଼ନ୍ତୁ

ହୃଦୟ

ହୃଦୟ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ପଦ୍ମ

ପଦ୍ମ

1 min ପଢ଼ନ୍ତୁ

ମିଳନ

ମିଳନ

2 mins ପଢ଼ନ୍ତୁ

Similar oriya poem from Abstract