Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj Behera

Inspirational

3  

Manoj Behera

Inspirational

ମୁଁ .ପ୍ଲାଟଫର୍ମ

ମୁଁ .ପ୍ଲାଟଫର୍ମ

1 min
340


ମୁଁ ଶୁନଶାନ ପ୍ଲାଟଫର୍ମ 

ବାରିପଦା ରେଳଷ୍ଟେସନର । ,

ଯାତ୍ରୀ ଆସିବା ପରେ ଜୀବନ୍ତ , ଜାଗ୍ରତ ହୁଏ |

ମୁଁ ଦେଖୁଛି ଚକ୍କର ଚକ୍କର ଇଞ୍ଜିନଗୁଡ଼ିକର ଚିତ୍କାର,

ଏବଂ ଯାତ୍ରୀମାନଙ୍କ ଚିତ୍କାର, 

ଯାତ୍ରୀମାନେ ମୋ ଉପରକୁ ଓହ୍ଲାଇ ଆସନ୍ତି 

ତା’ପରେ ତା'ପରେ ଯାତ୍ରୀ ଚାଲିଯାଏ ନିଜ ଗନ୍ତବ୍ୟକୁ ।

ପୁଣି ଖେଳିଯାଏ କବର ପରି ନୀରବତା,

ଯାତ୍ରୀରେ ଭର୍ତ୍ତୀ ଟ୍ରେନ୍ ମୋତେ ସ୍ପର୍ଶ ନକରି ମୋ ସାମ୍ନାରୁ କ୍ରମଶଃ ଚାଲିଯାଏ ।

ମୁଁ ସେମାନଙ୍କୁ ଦେଖେ।

ପ୍ରତାରଣା ଅନୁଭବ କରି ମୁଁ 

ହୋଇଯାଏ ଏକାନ୍ତ ଟ୍ରେନ୍ ଚାଲିଗଲା ପରେ। 

ଦୃଷ୍ଟି ସେପାରିରେ ଟ୍ରେନ୍ ।

କ୍ରମଶଃ ଅସ୍ପଶ୍ଟ ହୁଏ ଦୃଶ୍ୟାନ୍ତର ନିରୋଳା ମୂହୂର୍ତ୍ତ ରେ ରାତ୍ରୀର ନିସ୍ତବ୍ଧ ପ୍ରହରରେ ସ୍ପଶ୍ଟ ଶୁଭୁଥିଲା ତା'ର ମୂର୍ଛନା ବିଶ୍ବନିୟନ୍ତା ଙ୍କ ଦିବ୍ୟ ଉତ୍ତରଣ ।

ନୂଆ ସୂର୍ଯ୍ୟୋଦୟ।

ନୂତନ ଆରମ୍ଭ।


Rate this content
Log in

Similar oriya poem from Inspirational