Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj Behera

Others

3  

Manoj Behera

Others

ଏକ ଚିତ୍ରିତ ସକାଳର ଅହ୍ବାନ

ଏକ ଚିତ୍ରିତ ସକାଳର ଅହ୍ବାନ

1 min
181


ଜୀବନର ଅର୍ଥ- ଅର୍ଥାନ୍ତର 

ଆଭାର ଆହ୍ୱାନ 

ସ୍ରଷ୍ଟାୟତ କଳ୍ପନୀୟ ସୃଜନ 

ଏକ ସୂର୍ଯ୍ୟଦୀପ୍ତ ସକାଳ 

ଜାତୀୟତାର ବର୍ଣ୍ଣବୋଧ ।

ସମୟର ସ୍ୱୀକାରରେ 

ବିଶ୍ୱ ଲଭୁ ସ୍ନେହ ଶ୍ରଦ୍ଧା ଶାନ୍ତିର ବୈଭବ।

ସୂର୍ଯ୍ୟର ସାତରଙ୍ଗ 

 ଚିତ୍ରିତ ସକାଳ ....।।।.



Rate this content
Log in