ଏହା କଣ ସ୍ବର୍ଗ ।
ଏହା କଣ ସ୍ବର୍ଗ ।
1 min
133
ଆସ
ଉଚ୍ଚ ଏବଂ ଆହୁରି ଉଚ୍ଚ ଆକାଶ କୁ ଉଡିବା ।
ଆକାଶ ।
ଯେଉଁଠି ପକ୍ଷୀ ମାନେ କେବେ ଉଡନ୍ତି ନାହିଁ !
ବିଜ୍ଞାନର ପରିକଳ୍ପନା ବାହାରେ !
ସୂର୍ଯ୍ୟ ଉଦୟ ଏବଂ ଅସ୍ତ ହେବାର ଚମତ୍କାର ଦୃଶ୍ୟ ।
ମନରେ ପ୍ରଶ୍ନ ଉଠେ ଏହା କ'ଣ ସ୍ବର୍ଗ ?
ସହରର ରାସ୍ତା -ସାହି- ବସ୍ତି -ର ଠିକଣା ପରି ।
ସେହିସ୍ଥାନ: ଯେଉଁଠାରେ ଆମ ପୁଞ୍ଜଭୂତ ବିଶ୍ବାସ ।
ସୃଷ୍ଟି ଓ ବିଲୟର ମିଳନ।
ଆମ ଆତ୍ମା ,ଆମ ଚିନ୍ତା- ଚେତନାର ଗଭୀର ଅଂଶରେ ।
