STORYMIRROR

Manoj Behera

Others

2  

Manoj Behera

Others

ଶିମିଳିପାଳ

ଶିମିଳିପାଳ

1 min
56

ସୂର୍ଯ୍ୟଦୋୟ ରଙ୍ଗରେ ରଙ୍ଗାୟିତ ମୋ ଶିମିଳିପାଳ

ତୋତେ ଦେଖିଦେଲେ ଅମାପ ଆନନ୍ଦରେ ଚହଲିଯାଏ ଛାତି ।

ମୁଁ ତୋତେ ବାରମ୍ବାର ଦେଖେ ,ସୂର୍ଯ୍ୟର କିରଣ ବିଞ୍ଚିଦେଇ ଗେରୁଆ କରିଦିଏ ମାଟି ।

ସତେକି ମୋ ଶିମିଳିପାଳ ଗୋଟେ ରଙ୍ଗିନ ପ୍ରଜାପତି

ଖୁବ୍ ଫର୍ଛାଲାଗେ ମନ ତା ପୁଙ୍ଗୁଳା ଦେହ ଦେଖି ।

ଲାଗେ ଅବା କାରୁଣ୍ୟର କଥା ଶୁଣାଏ ।

ଶିମିଳିପାଳ ମୋତେ ବସି ଶୁଣାଏ ତା'ଇତିହାସ ।

ରାତି କହେ କାହାଣୀ ।

ସେଇ ଭିତରେ ମୁଣ୍ଡ ଟେକନ୍ତି ଅସରନ୍ତି ପ୍ରକାର ବଣୁଆ ଫୁଲ ଯିଏ ସେଠାକାର ନୁହେଁ ।


Rate this content
Log in