STORYMIRROR

Madhab Chandra Jena

Tragedy

4  

Madhab Chandra Jena

Tragedy

ମୁଁ ଓ ଶାଗୁଣା

ମୁଁ ଓ ଶାଗୁଣା

1 min
504

ଥରେ ମୋ ରାଇଜରେ ମରୁଡି ପଡିଲା

ମୁଁ ବିକ୍ରି ହେଲି କେଇଟା ଟଙ୍କାରେ

ମାତ୍ର କେଇଟା ଦିନ ପରେ

ସେଇ ଅବସ୍ଥା ହେଲା ମୋ

ମାଲିକ ଗାଁରେ

ତା ପେଟ ପାଇଁ ମୁଁ ଥିଲି ସତ

କିନ୍ତୁ କେଇ ଗରାଖ ନଥିଲେ

ଏବେ ମୋ ପେଟ ପାଇଁ

କିଛି ନଥିଲା

ପାଖରେ ଥିଲା ଗୋଟେ ଶାଗୁଣା

ଆଉ କିଛି ଦୂରରେ

ଗୋଟେ ଫୋଟୋ ଗ୍ରାଫର

ମୁଁ ବିକ୍ରି ହେଲି କେଇଟା ଟଙ୍କାରେ ମାତ୍ର କେଇଟା ଦିନ ପରେ

ସେଇ ଅବସ୍ଥା ହେଲା ମୋ

ମାଲିକ ଗାଁରେ

ତା ପେଟ ପାଇଁ ମୁଁ ଥିଲି ସତ

କିନ୍ତୁ କେଇ ଗରାଖ ନଥିଲେ

ଏବେ ମୋ ପେଟ ପାଇଁ

କିଛି ନଥିଲା

ପାଖରେ ଥିଲା ଗୋଟେ ଶାଗୁଣା

ଆଉ କିଛି ଦୂରରେ

ଗୋଟେ ଫୋଟୋ ଗ୍ରାଫର

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy