STORYMIRROR

Madhab Chandra Jena

Others

2  

Madhab Chandra Jena

Others

ଅହଂକାର

ଅହଂକାର

1 min
182

ତମ ପାଦର ପାଉଁଜି ପରି,

ମୋ ନିଶ୍ବାସର ଅହଂକାର,

ବାଜୁଥିଲେ ସବୁ ସୁନ୍ଦର,

ଛିଡିଗଲେ ସବୁକିଛି,

ପୋଡା ଅଙ୍ଗାର l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍