STORYMIRROR

Madhab Chandra Jena

Others

3  

Madhab Chandra Jena

Others

ସମୁଦ୍ର ଓ ନଈ

ସମୁଦ୍ର ଓ ନଈ

1 min
382


ସମୁଦ୍ର କହେ ନଈଲୋ

ତୋ ପ୍ରେମିକ ମୁଁ

ତୁ ମତେ

ଗୋଡେଇ ଗୋଡେଇ ଛୁଂ

ନଈ କହେ ବନ୍ଧୁରେ

ତତେ ଛୁଇଁବାକୁ

ନୀତି ଧାଉଁଛି

ହେଲେ ମରୁଭୂମି ପାଶେ

ମରି ପଡୁଛି

 

ସମୁଦ୍ର କହେ ନଈଲୋ ତୋ ପ୍ରେମିକ ମୁଁ

ତୁ ମତେ

ଗୋଡେଇ ଗୋଡେଇ ଛୁଂ

ନଈ କହେ ବନ୍ଧୁରେ

ତତେ ଛୁଇଁବାକୁ

ନିତି ଧାଉଁଛି

ହେଲେ ମରୁଭୂମି ପାଶେ

ମରି ପଡୁଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍