ମୁକ୍ତି
ମୁକ୍ତି
1 min
408
ମରୁଭୂମିର ତତଲା ବାଲିରେ
ସୋଇଚି ମୁଁ
ଓଟ ପରି ତମ ସ୍ମୃତି ନାଗଫେଣୀ କଣ୍ଟା
ଖାଉଚି ମୁଁ l
ଏଇ ଶେସ ମୁହୁର୍ତ୍ତରେ
ତମେ ଥରେ ଅସନ୍ତନୀ
ବର୍ଷା ନଆସିଲା ନାହିଁ
କୁହତ ତମ ସ୍ପର୍ସ ବିନା
ଏ ନର୍କରୁ ମୋର
ମୁକ୍ତି ବା କାହିଁ l
