ସବୁତ ଲିଭିବ ଦିନେ
ସବୁତ ଲିଭିବ ଦିନେ
1 min
111
ସବୁତ ଲିଭିବ ଦିନେ l
ଅଖଣ୍ଡ ଦୀପ,
ପାଣ୍ଡୁଲିପି ,ପୁରାଣ,
ପାପ, ପୁଣ୍ୟ ଓ ପ୍ରତିବିମ୍ବ l
ସୂର୍ଯ୍ୟର ଅହଂକାର,
ତାର ଉଦଣ୍ଡ ଉତ୍ତାପ
ଜହ୍ନର ଉଦ୍ଧତ ଯୌବନ
ସୀତଳତମ ରାତି l
ସବୁତ ସରିବ ଦିନେ
ସୂର୍ଯ୍ୟ ପରି
ଭାବି ଦେଖ ଥରେ
ପ୍ରିୟତମ ସମୟ ପରି
ସମୟ କଣ କେବେ ମାରିପାରେ
