Madhab Chandra Jena
Others
ଦୂର ଆକାଶରେ ଜହ୍ନ ଉଠୁ
ମୃଦୁ ମଳୟରେ ମିଶି
ତମ ଦେହର ବାସ୍ନା ଛୁଟୁ
ବାସ୍ନାଇତ କରୁ ମୋ
ମାଟି ଜୀବନ
କଇଁ ଫୁଲ ପରି ସ୍ଥିର ହେଉ
ମୋର ଏ ଅସ୍ଥିର ମନ ।
ତମ ଦେହର ବାସ୍ନା ଛୁଟୁ ବାସ୍ନାଇତ କରୁ ମୋ
ମୋର ଏ ଅସ୍ଥିର ମନ।
ମୁଠାଏ ମାଟି ପା...
ମୁକ୍ତି
ସବୁତ ଲିଭିବ ଦି...
ଅହଂକାର
ସେଇଠି ମୁଁ ରୁହ...
ମୁଁ ଓ ଶାଗୁଣା
କଇଁ ଫୁଲ
ସମୁଦ୍ର ଓ ନଈ