STORYMIRROR

ଶିଶିର ସାହୁ ମନୋଜ

Fantasy

3  

ଶିଶିର ସାହୁ ମନୋଜ

Fantasy

ମୁଁ ମାଟିର ମଣିଷ

ମୁଁ ମାଟିର ମଣିଷ

1 min
413

ତୁମ ଗାଳୀ କି ପ୍ରଶଂସା

କରିନପାରେ ମୋତେ ପଥଚ୍ୟୁତ

ମୁଁ ମାଟିର ମଣିଷ ମାଟିରେ ହିଁ

ଚାଲୁଥିବି ସତତ ।।

ତୁମ ପ୍ରଶଂସାରେ ପକ୍ଷୀ ହୋଇ

ଆକାଶରେ ଉଡିଵିନି କି

ଗାଳୀ ଦେଲେ ନର୍କଗାମୀ

ହେବି ନାହିଁ ତୁରନ୍ତ ।।

ଗାଳି କର କିମ୍ବା ଚାହଁ ଯଦି

କରିପାର ପ୍ରଶଂସା

ପ୍ରୀତିଜଳେ ଭାସେନା ମୁଁ କଦାପି

ଜାଳି ନ ପାରେ କା’ର ହିଂସା ମୋ ମହତ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy