STORYMIRROR

ଶିଶିର ସାହୁ ମନୋଜ

Abstract

2  

ଶିଶିର ସାହୁ ମନୋଜ

Abstract

ମୋ ଦେଶ ମହାନ

ମୋ ଦେଶ ମହାନ

1 min
281

ସୁନ୍ଦର ଶସ୍ୟଶ୍ୟାମଳା ଏ ମୋର ଦେଶ


ନଦନଦୀ ହ୍ରଦାଦୀରେ ଭରା ମୋର ଦେଶ


ଜଗତ ପାଇଛି ଯହୁଁ ମୂଳ ପ୍ରାଚୀନ ଜ୍ଞାନ


ଅଭାବେ ଭାବର ଯହିଁ ଭରପୂର ସୁଖ ଧନ


ଦେଶ ମୋର ସୁନ୍ଦର ସତେ ଅବା ଫୁଲବନ


ଧନ୍ୟ ହୁଏ ଏଠି ପ୍ରତ୍ୟେକ ମାନଵ ଜୀଵନ


ଏକ ଜାତି ଏକ ପ୍ରୀତି ଏକାକାର ଆମ ମନ


ଚାଲ ଲଢିବା, ଗଢିଵା, ବଢିବ ଦେଶର ସମ୍ମାନ


ଦେଶ ମଧ୍ୟେଁ ହୋଇ ରହୁ ମୋ ଦେଶ ମହାନ


ଜାଣୁ ମୋ ଦେଶକୁ ଜଗତରେ ପ୍ରତ୍ୟେକ ଜନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract