STORYMIRROR

Goutam Mohanty

Romance

2  

Goutam Mohanty

Romance

ମୁଁ କାଗଜ ଡଙ୍ଗା

ମୁଁ କାଗଜ ଡଙ୍ଗା

1 min
313

ମୁଁ କାଗଜ ଡଙ୍ଗା ଟିଏ ତୋ ଭରସାରେ

କେବେ ଥରେ ଭାସିବାକୁ ଦେଏ

ତୋ ପ୍ରେମର ଯମୁନା ରେ

ଭିଜିବାକୁ ଦେଏ ଥରେ

ତୋ କରୁଣା ସିନ୍ଧୁରେ

ହଜିବାକୁ ଦେଏ ଥରେ

ତୋ ବଂଶୀର ନିଝୁମ ସ୍ୱରେ

ମଥା ପାତିବି ଦେଏ ଥରେ

ତୋ ପଦପଦ୍ମ ଯୁଗଳରେ

ତା'ପରେ ଫେରାଇଦେ ମୋତେ

ତୋ ନଗ୍ର ର ଦ୍ୱାରଦେଶରୁ

ଅଭିଯୋଗ କରିବିନି କେବେ

ଫେରିଯିବି ସହାସ୍ୟ ବଦନରେ          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance