STORYMIRROR

Puspita Dash

Romance

2  

Puspita Dash

Romance

ମୁଁ ଏବଂ ତୁମେ

ମୁଁ ଏବଂ ତୁମେ

1 min
13.4K


ତୁମେ ଅନ୍ଧ ଆଖିର ଜ୍ୟୋତ୍ସ୍ନାଲୋକ

ମୁଁଯେ ହୃଦୟହୀନର ମିଛ ଶୋକ,

ତୁମେ କଳ୍ପନାଟିଏ ଦିଗନ୍ତର

ମୁଁ ଯେ ଦରିଆ ପାରିର ସୌଦାଗର ;

ତୁମେ ସ୍ବପ୍ନ ବିଭୋର କବି ଟିଏ

ମୁଁଯେ ଅଜଣା ଅଶୁଣା ଚିତ୍ର ଲୋକ,

ତୁମେ ଭସାବାଦଲର ମୋହଟିଏ

ମୁଁଯେ ବେପରୁଆ ଏକ ମୃତ ଶୋକ।।


Rate this content
Log in

Similar oriya poem from Romance