STORYMIRROR

Liza Senapati

Abstract Inspirational

3  

Liza Senapati

Abstract Inspirational

ମୁକ୍ତ ଆକାଶର ବିହଗଂ

ମୁକ୍ତ ଆକାଶର ବିହଗଂ

1 min
11.5K

ଉଡି ଯିବା ପାଇଁ ଚାହେଁ,

ଦୂର ଦିଗବଳୟକୁ,

ଭେଦି ଆକାଶର ନୀରବତାକୁ,

ଭୁଲିଯିବା ପାଇଁ ଚାହେଁ ନିଜକୁ,

ପାଇ ସବୁ ସ୍ୱାଧିନତା,

ଖୋଲା ଆକାଶର ମୁକ୍ତ ବିହଗଂ ମୁଁ

ନୀଳ ଆକାଶ ତଳେ ନୀଳ ସାଗର

ମିଶିଯିବା ପାଇଁ ଇଛା ସାଥେ ତାର।

ଉଡାଜାହାଜଟେ ହେଇ,

ଲଘିଂ ଯିବି ସାତ ସାଗର,

ଗଗନ,ପବନ, ସବୁକୁ ସ୍ପର୍ଶ ,କରି

ହେବି ମୁଁ ଧନ୍ୟ,

ପାହାଡ଼,ପର୍ବତ ,ଝରଣା ସବୁ ମୋର।

ସନ୍ତାନ ମୁଁ ଏ ମାଟି ମାଆର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Abstract