STORYMIRROR

Disambar Meher

Inspirational

2  

Disambar Meher

Inspirational

ମୁଇଁ

ମୁଇଁ

1 min
185


ମାଁ ର ପେଟୁନ୍

ରକତ୍ ,ହାଡ୍, ମଉଁସ୍ ଧରି

ଇ ପୁରଥିକେ ଆସିଥିନି,ମାତର୍

ସମିଆଁ ସନେ ସାଥ୍ ଦେଇ ଦେଇ

ଛିନିର୍ ମାଡ୍ ଖେଇ ଖେଇ 

ପଖାନ୍ ହେଇଗନି । 


ହେତେ ଚୋଟ୍ ଖେଉଛେ 

 ଫେରଭି ,ପଖାନର୍ ମୁର୍ତ୍ତି ନେଇଁ ହେଇ ପାରି 

ହର୍ ଚୋଟେ, ଛାତିନେ ଫେଟ୍ ହେଇ ଜାଇଛେ

ଇ ପଖାନ୍ ଫେଟୁ ଲୁହୁ କେତେ ଝରୁଛେ

ସଥେଁ ନାଇଁ ଦେଖି ପାରବାର୍ କାଏଁ ?



Rate this content
Log in

Similar oriya poem from Inspirational