ମରୁ ପଥିକ
ମରୁ ପଥିକ
ଚଲା ପଥ..
ଅସମାପ୍ତ..
ଚତୁର୍ଦ୍ଦିଗ..
ପରିବ୍ୟାପ୍ତ..!!
କେବଳ ତାତିଲା ବାଲି..
ଜନଶୂନ୍ୟ..ସବୁ ଖାଲି..!!
ଅପେକ୍ଷା ..
ଟିକେ ଆର୍ଦ୍ରତାର..
କିଛି ଗୋଟିଏ ..
ନୂତନତାର..
ମନର ଅଳ୍ପ ..
ଶିତଳତାର..!!
କିଏ ଜାଣେ..!!
କେବେ ..
ମରୁ ପଥିକ ଭାଗ୍ୟରେ..
ଟୋପେ ଜଳ ..
ବୃଷ୍ଟି ହେବ..!!
ଜୀବନ ମରୁ ପଥରେ କେବେ..
ପ୍ରାଣ ସଂଚାର ଆଶା ଉଙ୍କିବ..!!
