Naheda Shaheen
Inspirational
ମୃତ୍ୟୁ ସେ ତ ସତ୍ୟ
ନୁହେଁ ମିଥ୍ୟା
ଚିର ସହଚର
ଜୀବିତ ପ୍ରାଣୀର
ନୁହେଁ ପ୍ରହସନ
ନାହିଁ ଅବିଚାର
ସେ ଆସିବ ଥାଉ
ପଛେ ରୁଦ୍ଧ ଦ୍ଵାର
ସେ ଶାସ୍ଵତ ସତ୍ୟ
ସଭିଏଁ ପଥିକ
ମୃତ୍ୟୁ ର ଵାଟର ।
ମୋ ଭଲ ପାଇବା
ପ୍ରେମ ରେ
ବର୍ଷା ଓ ପ୍ରେମ
ଭାବନା
ଆଶା ଓ ନିରାଶା
ଆଶା
ଜୀବନ ର ସତ୍ୟତା
ମୁକ୍ତି
ଜୀବନର ପଥ
ତୁମ ପ୍ରେମ
ଦାନ୍ତ ନିକୁଟୁଛି ଟାଙ୍ଗେରା ଭୂଇଁ ତ ମାଟି ଯାଉଅଛି ଧୋଇ ଦାନ୍ତ ନିକୁଟୁଛି ଟାଙ୍ଗେରା ଭୂଇଁ ତ ମାଟି ଯାଉଅଛି ଧୋଇ
ଭାଇ ଭଉଣୀଏ ଆସ ଆସ ମୋର କରିବା ଶପଥ ଏକାଠି ଦେଶ ମାଁକୁ ନେଇ ଗର୍ବ କରିବାରେ ରହିଲେ ବି ଯି ଭାଇ ଭଉଣୀଏ ଆସ ଆସ ମୋର କରିବା ଶପଥ ଏକାଠି ଦେଶ ମାଁକୁ ନେଇ ଗର୍ବ କରିବାରେ ...
ଇସ୍ରୋ ତିସ୍ରୋ ଟିକେ ହେଉ କି ଜଁହ ବାହାରି ଗଲେ କଲି ରିସା କଥା ପଦେ ହେଉ କି ଜଁହ କେଚ ଇସ୍ରୋ ତିସ୍ରୋ ଟିକେ ହେଉ କି ଜଁହ ବାହାରି ଗଲେ କଲି ରିସା କଥା ପଦେ ହେଉ କି ଜ...
ଶେଷ ରାସ୍ତା ଶେଷ ଗଳି ଅତିକ୍ରମ କଲାପରେ ତୁମ ସହ ଦେଖା ହୁଏ ଜଗନ୍ନାଥ । ଶେଷ ରାସ୍ତା ଶେଷ ଗଳି ଅତିକ୍ରମ କଲାପରେ ତୁମ ସହ ଦେଖା ହୁଏ ଜଗନ୍ନାଥ ।
କୁରୁ ସଭା ତଳେ ଆଜି ବି ଦେଖେ ନିତି ନିତି ସେହି ଅର୍ଦ୍ଧ ଉଲଗ୍ନ ଶରୀର କୁରୁ ସଭା ତଳେ ଆଜି ବି ଦେଖେ ନିତି ନିତି ସେହି ଅର୍ଦ୍ଧ ଉଲଗ୍ନ ଶରୀର
ଅଦେଖା ହାତ ଦେଲା ଲମ୍ବାଇ ମୁଠା କରି ଜାବୁଡ଼ି ଧରି କୋମଳ ପାଖୁଡ଼ା ଅଦେଖା ହାତ ଦେଲା ଲମ୍ବାଇ ମୁଠା କରି ଜାବୁଡ଼ି ଧରି କୋମଳ ପାଖୁଡ଼ା
ତୁମରି ଧାରାରପରଶ ପାଇଁ ଚାତକପରି ଅନାଇ ଚାହିଁ ଛି ଝରିଗଲେ ତୁମେ ତୁମରି ଧାରାରପରଶ ପାଇଁ ଚାତକପରି ଅନାଇ ଚାହିଁ ଛି ଝରିଗଲେ ତୁମେ
ଯାକ ଯମକରେ ଉତ୍କଳଦିବସ, ପଲଙ୍କେ କି ପୂରେ ମତ ଅଭିଳାଷ? ଯାକ ଯମକରେ ଉତ୍କଳଦିବସ, ପଲଙ୍କେ କି ପୂରେ ମତ ଅଭିଳାଷ?
ଫାସି ଫନ୍ଦାରେ ଝୁଲୁଥିବା ବହୁ ଆଗରୁ ମରି ସାରିଥିବା ଅପରାଧୀଙ୍କ ମର ଶରୀର, ଫାସି ଫନ୍ଦାରେ ଝୁଲୁଥିବା ବହୁ ଆଗରୁ ମରି ସାରିଥିବା ଅପରାଧୀଙ୍କ ମର ଶରୀର,
କଅଁଳ ଫୁଲ ମୁଁ ମୃଦୁ ମୃଦୁ ହସେ ନେଇ ବାଲ୍ୟ ଚପଳତା, କଅଁଳ ଫୁଲ ମୁଁ ମୃଦୁ ମୃଦୁ ହସେ ନେଇ ବାଲ୍ୟ ଚପଳତା,
ପାଠ ପଢିବି ବୋଲି ପିଠିରେ ବସ୍ତାନି ଧରି ଧାଉଁଥିବା ସାତ ବର୍ଷର ରେବତୀ ଦୁଷ୍କର୍ମ ରୂପକ , ଏ ଅଧୁନା ପାଠ ପଢିବି ବୋଲି ପିଠିରେ ବସ୍ତାନି ଧରି ଧାଉଁଥିବା ସାତ ବର୍ଷର ରେବତୀ ଦୁଷ୍କର୍ମ ରୂପକ ,...
ମୁଁ କି ଭାବୁକ, ମୁଁ କି କବୀ ଗୌରୀ ଶୃଙ୍ଗେ ଯଦି ବୁହାଇ ପାରିନି ପୁଣ୍ଯ ଜୀବନ ଜାହ୍ନବୀ? ନିର୍ଜ ମୁଁ କି ଭାବୁକ, ମୁଁ କି କବୀ ଗୌରୀ ଶୃଙ୍ଗେ ଯଦି ବୁହାଇ ପାରିନି ପୁଣ୍ଯ ଜୀବନ ଜାହ୍ନବ...
ଫଳ ଗଛରୁ ଖସି ଛୁଉଁଥାଏ ମାଟି, ଆଲୋକ ଧାଉଁ ଥାଏ ରୈଖିୟ ପଥରେ, ଫଳ ଗଛରୁ ଖସି ଛୁଉଁଥାଏ ମାଟି, ଆଲୋକ ଧାଉଁ ଥାଏ ରୈଖିୟ ପଥରେ,
ବାଲ୍ୟବିବାହ ଚାଲିଛି ଏ ଯାଏଁ ଲୁଚି ହେଉଛି ଅଧର୍ମ ସୁଧୁରି ଯା ରେ ମାନବ ପୁତ୍ରଏ କାଳ କରିବ ବିକର୍ମ। ବାଲ୍ୟବିବାହ ଚାଲିଛି ଏ ଯାଏଁ ଲୁଚି ହେଉଛି ଅଧର୍ମ ସୁଧୁରି ଯା ରେ ମାନବ ପୁତ୍ରଏ କାଳ ...
କୋଉ ବର୍ଷେ ଦିବର୍ଷରେ ଥରେ ବୁଢ଼ୀ ମା'ଟା ପାଇଁ ଖଣ୍ଡେ ଶାଢ଼ୀ ଝିଅ ପାଇଁ ଗୋଟେ ଫ୍ରକ କୋଉ ବର୍ଷେ ଦିବର୍ଷରେ ଥରେ ବୁଢ଼ୀ ମା'ଟା ପାଇଁ ଖଣ୍ଡେ ଶାଢ଼ୀ ଝିଅ ପାଇଁ ଗୋଟେ ଫ୍ରକ
ସଂଘବଦ୍ଧ ଭାବେ କାର୍ଯ୍ୟ କରୁଥିଲେ ମିଳଇ ଯେ ସଫଳତା , ଏକୁଟିଆ ହୋଇ କାର୍ଯ୍ୟ କରୁଥିଲେ ମିଳଇ ଦୁଃଖ ବାରତା । ସଂଘବଦ୍ଧ ଭାବେ କାର୍ଯ୍ୟ କରୁଥିଲେ ମିଳଇ ଯେ ସଫଳତା , ଏକୁଟିଆ ହୋଇ କାର୍ଯ୍ୟ କରୁଥିଲେ ...
ଚଣ୍ଡାଶୋକ ଯହିଁ ଧର୍ମାଶୋକ ହେଲେ ଇତିହାସ ଯା'ର ସାକ୍ଷୀ ଏକତା ସୂତ୍ରରେ ବାନ୍ଧି ରଖେ ସାଜି ମମତାର .. ଚଣ୍ଡାଶୋକ ଯହିଁ ଧର୍ମାଶୋକ ହେଲେ ଇତିହାସ ଯା'ର ସାକ୍ଷୀ ଏକତା ସୂତ୍ରରେ ବାନ୍ଧି ରଖେ ସାଜ...
ଅର୍ଥ ହାନି ପ୍ରାଣ ପିଡା ସହ ମଣିଷ ହୋଇଥାଏ ଛନ୍ଦ ଧୁମପାନ ବର୍ଜନ କରିଲେ ମଣିଷ ସୁଖରେ ବଞ୍ଚି ପାରିବ ସୁସ୍ଥ... ଅର୍ଥ ହାନି ପ୍ରାଣ ପିଡା ସହ ମଣିଷ ହୋଇଥାଏ ଛନ୍ଦ ଧୁମପାନ ବର୍ଜନ କରିଲେ ମଣିଷ ସୁଖରେ ବ...
ସଞ୍ଜ ଗଡ଼ିଗଲେ ପଢିବା ଗୀତା ଆପଣା ମଧ୍ୟେ ରଖିବା ଦୂରତା । କରିବା ଭୋଜନ ଆନନ୍ଦ ମନେ ମାଆ ଅନ୍ନପୂର୍ଣ୍ଣା ଙ୍କୁ ... ସଞ୍ଜ ଗଡ଼ିଗଲେ ପଢିବା ଗୀତା ଆପଣା ମଧ୍ୟେ ରଖିବା ଦୂରତା । କରିବା ଭୋଜନ ଆନନ୍ଦ ମନେ ମା...
ପ୍ରଭୁ ଦେଇଛନ୍ତି ଦୁର୍ଲଭ ନୟନ ଭଲ ଦେଖି ଭଲ ଭାବ ଖରାପ ଭିତରୁ ଭଲକୁ ସାଉଁଟି ପ୍ରଭୁ ଦେଇଛନ୍ତି ଦୁର୍ଲଭ ନୟନ ଭଲ ଦେଖି ଭଲ ଭାବ ଖରାପ ଭିତରୁ ଭଲକୁ ସାଉଁଟି