STORYMIRROR

Kishore chandra Samal

Romance

2  

Kishore chandra Samal

Romance

ମୋତେ ନୂଆ ନୂଆ ଲାଗୁଛି

ମୋତେ ନୂଆ ନୂଆ ଲାଗୁଛି

1 min
108


ଜାଣିନି କାହିଁକି ଆଜି

ସବୁକିଛି ମୋତେ ନୂଆନୂଆ ଲାଗୁଛି,

କେତେକ ସଂପର୍କ ପୁଣି ଯୋଡି ହେଇ ଯାଉଛି,

ଯିଏ ଅଜଣା ମଣିଷ ଟେ ଥିଲା,, 

ସିଏ ପୁଣି ମୋ ଅଜଣାରେ 

ମୋତେ ଭଲ ପାଉଛି,

ତା ଏବେ ମୁଁ ଜାଣିବାକୁ ପାଉଛି ।


ଜାଣିନି କାହିଁକି ଆଜି

ସବୁକିଛି ମୋତେ ନୂଆନୂଆ ଲାଗୁଛି ,

କେତେକ ସଂପର୍କ ପୁଣି ଯୋଡି ହେଇ ଯାଉଛି,

ଯିଏକି ମୋତେ ବି ଜାଣିନଥିଲା,

ପୁଣି ତା ଅଜଣାରେ ମୁଁ ତାକୁ ଭଲପାଉଛି,

ଜାଣିନି କାହିଁକି ଆଜି,

ସବୁକିଛି ମୋତେ ନୂଆ ନୂଆ ଲାଗୁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance