STORYMIRROR

Pradesh Pratyush

Romance Others

3  

Pradesh Pratyush

Romance Others

ମୋତେ କିଛି ଲେଖିିିବାକୁ ଦିଅ

ମୋତେ କିଛି ଲେଖିିିବାକୁ ଦିଅ

1 min
276

କେମିତି କହିବି କେତେ ଖୋଜେ ତୁମକୁ

ପଚାରନା କିଛି,

ଖାଲି ଅନୁଭବ କର !


କେମିତି କହିବି କେତେ ଭାବେ ତୁମକୁ

ପରୀକ୍ଷା କରନି,

ନିଜ ପ୍ରଶ୍ନର ନିିଜେ ଉତ୍ତର ହୋଇଯାଅ ! 


ଜାଣିଛ, ଅନୁୁଭବ ଅନୁଭୂତିରେ ପ୍ରୀତି

ପ୍ରେରଣା ପାଲଟି ଯାଏ

ଜାଣିଛ, ଅଳ୍ପ କଥା ହଠାତ୍ ଦେଖା

ଜଣକୁ ଆଉ ଜଣର କରେ

କିଛି ବି ତୁମକୁ କହିପାରୁୁନି ଏବେ ...!


ଅପେକ୍ଷା କର

ମୋତେ କିଛି ଲେଖିିିବାକୁ ଦିଅ

ତୁମେ ନଥିଲେ

ମୋ ଶବ୍ଦର କୋଣାର୍କ

ହୋଇନଥାନ୍ତା ସଂପୂର୍ଣ୍ଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance