STORYMIRROR

Pramila Sahoo

Romance

2  

Pramila Sahoo

Romance

ମୋରି ପାଇଁ

ମୋରି ପାଇଁ

1 min
13.6K


ଝରକା ଖୋଲି ଚାହିଁଲି ଯେବେ

ସବୁ ଲାଗିଲା ନୂଆ ନୂଆ ଆଜି

ଯେମିତି ଫୁଲ ହସୁଛି

ପ୍ରଜାପତି ନୃତ୍ୟ କରୁଛି

ଆଉ କୋଇଲି ଗୀତ ଗାଉଛି

ଏସବୁ ଯେମିତି ମୋ ପାଇଁ

ଆକାଶ କୁ ଚାହିଁଲେ ଲାଗୁଛି

ସାତ ରଙ୍ଗର ଇନ୍ଦ୍ରଧନୁ ପଡ଼ିଛି

କେବଳ ଯେମିତି ମୋରି ପାଇଁ .........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance