ମୋଦୀ ଆଉ ଦୀପ
ମୋଦୀ ଆଉ ଦୀପ
ମୋଦୀଜି କହିଲେ ଆଲୁଅ ଲିଭେଇ ,
ଜାଳିବ ଟିକିଏ ଦୀପ
ପୂର୍ବରୁ ଘଣ୍ଟକୁ ସଂକୀର୍ତ୍ତନ କରି ବୁଲିଥିଲ ,
ଯେମିତି ସାହି ଯାକ
ୟାକୁ ପୁଣି ଦୀପକୁ ଭାବିବ ଦୀପାବଳି ଯିଏ ,
ନାହିଁ ତାଠାରୁ ବଳି ମୂର୍ଖ
ଏବେଳରେ ଆଉ କର ନାହିଁ କିଏ ,
ଏପଟ ସେପଟ ତର୍କ
ଏକାନ୍ତରେ ଟିକେ ପ୍ରଭୁଙ୍କୁ ଡାକିକି ,
ଲଗେଇ ଦିଅ ହେ ଦୀପ
