STORYMIRROR

Jyoti Ranjan Subudhi

Comedy

3  

Jyoti Ranjan Subudhi

Comedy

କରୋନା କରିସ୍ମା

କରୋନା କରିସ୍ମା

1 min
257

ହାଏରେ କରୋନା ତୁ କରିଛୁ କରିସ୍ମା ,


ତୋପାଇଁ ଦେଶରେ ବାୟୁ ପ୍ରଦୂଷଣ ହଉଚି ଧିମା


ଖାଲି ରାସ୍ତା ଘାଟ ଏବେ ଶୂନ ସାନ ସିନା ,


କିନ୍ତୁ ସଡ଼କେ ଦୁର୍ଘଟଣା ନାହିଁ ଆଉ ଜମା


ସହରେ ଚୌକିଦାର ଟା ଘର ଜଗିଛି ସିନା ,


ଗାଁ ରେ ପୁରା ପରିବାରେ ଚାଲିଛି ଏକାଠି ଖାନା


ଯୋଉ ବୋହୂକୁ ଗାଁ ଲାଗୁଥିଲା ଦିନେ ଅସନା ଅସନା ,


ଏବେ ଗାଁରେ ଚଟାଣେ ଶୋଉଚି କେମିତି ପଲଙ୍କ ବିନା


ତତେ ଯିଏ ଯାହା କହୁ ଖାତିର କରେନି ଜମା ,


ଏ ଗାଲୁଆ ମଣିଷ ନଚେତିବା ଯାଏ ତୁ ଛାଡିକି ଯାଆନା


Rate this content
Log in

Similar oriya poem from Comedy