ସଲାମ ପୁଲିସ
ସଲାମ ପୁଲିସ
ରାସ୍ତାରେ ବୁଲିବାକୁ ଆମ ପିଲାଙ୍କର ,
ମୂଳରୁ ଭାରି ସକ୍ !
ସେପାଇଁ ଭାବନ୍ତି ପରା ରାସ୍ତାଟା ଆମର ,
ଆଉ ବୁଲିବାଟା ଆମ ହକ୍ !
ଟିକିଏ ବୁଝୁନ କାଇଁକି ଏବେ କରୋନା ପରା ,
କରିଦେଇଛି ପୁରା ଲକ୍ !
ପୋଲିସି ଏବେ ଆକଟ କରୁଛି ବୋଲି ,
ତାର ଉଡ଼ଉଛ ଏତେ ଜୋକ୍ !
ଟିକେ ଦେଖିଆସ ଆମ ପୋଲିସି ଭଉଣୀ ,
କେମିତି ମେଣ୍ଟଉଛି ଭୋକିଲାର ଭୋକ୍ !
ତାପରେ ଜାଣିବ ପୋଲିସି କରୁଛି କଣ ,
ଆପେ ପାଲଟିବ ତୁମେ ମୁକ୍
