STORYMIRROR

URMILA MAHAPATRA

Inspirational

3  

URMILA MAHAPATRA

Inspirational

ମୋ ପୃଥିବୀ

ମୋ ପୃଥିବୀ

1 min
405

ମୋ ପୃଥିବୀ ର  ସୃଷ୍ଟି କର୍ତ୍ତା ଏକ

  ନୁହନ୍ତି ସେ ଭିନ୍ନ ଭିନ୍ନ

ଆମେ କିଆଁ ଆଜି ବାଣ୍ଟି ଦେଇଅଛୁ

  କରି ତାକୁ ନାନା ଧର୍ମ l


କିଏ ହିନ୍ଦୁ ପୁଣି  କିଏ ମୁସଲିମ

  ପୁଣି କିଏ ଖ୍ରୀଷ୍ଟିଆନ

ବୌଦ୍ଧ ଧର୍ମ କାର କିଏ ନିରାକାର

  କିଏ ପୁଣି ଅଟେ ଜୈନ l


ଚାଲ ଆମେ ପୁଣି ଏକ ହୋଇଯିବା

  ନରଖିବା ଭେଦଭାବ

ସଭିଙ୍କର ପିତା  ଏକଇ ଈଶ୍ୱର

  ହୃଦେ ରହୁ ଏଇ ଭାବ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational