STORYMIRROR

Prasanna kumar sahu

Romance Tragedy

3  

Prasanna kumar sahu

Romance Tragedy

ମୋ ପ୍ରିୟା

ମୋ ପ୍ରିୟା

1 min
135


ହେ

ପ୍ରିୟା

ସତରେ

ଖୋଜୁଅଛି

ଆତୁର ହୋଇ

ମୋର ହୃଦୟରେ

କାହିଁ ତୁମେ ରହିଛ

ଦୂରେ ମୋ ଆଢୁଆଳରେ

ଖୋଜି ଖୋଜି ମୁହିଁ ସତରେ

ନୟାନ୍ତ ହେଲିଣି ପ୍ରକୃତରେ।


ହେ

ପ୍ରିୟା

ତୁମେ ଯେ

ଜଣାଇବ

ଅବସ୍ଥାନଟି

ତୁମର କେଉଁଠି

ପାଖ ହେଉ ବା ଦୂର

ନିଶ୍ଚିତ ପହଞ୍ଚିବି ମୁଁ

ଅବିଳମ୍ବେ ଯାଇ ହେ ପ୍ରିୟା

ଅଜାଣତେ ମୁ ପହଞ୍ଚିବି

କଥା ଦେଉଛି ତୁମ ପାସରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance