STORYMIRROR

Manas Ranjan Pattanayak

Romance

2  

Manas Ranjan Pattanayak

Romance

ମୋ ପ୍ରିୟା (ଭାଗ ୯୮)

ମୋ ପ୍ରିୟା (ଭାଗ ୯୮)

1 min
307




ଶ୍ରାବଣ ରାତିର ବରଷା ଟୋପାରେ ଲହଡି ଭାଙ୍ଗେ ଯୌବନ


ମୋ ପ୍ରିୟା ଦେହର ପରଶ ନେବାକୁ ମେଘ ହୁଏ ଛନ ଛନ


ହେ ବରଷା ତୁମେ ଥମି ପଡିଯାଅ ଭିଜାଅନି ତା ଚେହେରା


ସିଏ ଭିଜିଗଲେ ରୋମାଂଚିତ ହୋଇ ଦେବ ପ୍ରେମର ଇଶାରା

**********************

ମାନସ ରଞ୍ଜନ ପଟ୍ଟନାୟକ

ଦୂରଭାଷ ୯୦୪୦୭୫୧୪୯०

ସଂପାଦକ -ମାଟିର ମହକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance