STORYMIRROR

Manas Ranjan Pattanayak

Others

2  

Manas Ranjan Pattanayak

Others

କାଳିଆ ସାଆନ୍ତ-ଭାଗ ୩୪

କାଳିଆ ସାଆନ୍ତ-ଭାଗ ୩୪

1 min
987



ନାନା ରକମର ଭୋଗ ହୁଏ ତା ପାଖରେ


ମୁଁ କାନ୍ଦୁଅଛି ଦେଖ ତାର ସିଂହଦ୍ବାରେ


କଷଣ ମୋ ଛାଡିବନି ଆଉ ଏ ଜୀବନେ


କାଳିଆ କାଳିଆ ଘୋଷୁଥିବି ଏହି ମନେ


ଧନ ଦଉଲତ କିଛି ଦରକାର ନାହିଁ


ଆନନ୍ଦିତ ହେଉଥିବି କଳା ମୂଖ ଚାହିଁ


++++++++

ମାନସ ରଞ୍ଜନ ପଟ୍ଟନାୟକ

ସଂପାଦକ -ମାଟିର ମହକ

ସାକ୍ଷୀଗୋପାଳ ପୁରୀ


Rate this content
Log in