STORYMIRROR

Manas Ranjan Pattanayak

Others

2  

Manas Ranjan Pattanayak

Others

କାଳିଆ ସାଆନ୍ତ (ଭାଗ ୩୨)

କାଳିଆ ସାଆନ୍ତ (ଭାଗ ୩୨)

1 min
206




ଭେଦଭାବ ନାହିଁ'ଟି ତାର ପରିପ୍ରକାଶ


ନଭଶ୍ଚୁମ୍ବି ଦେଖ ମନ୍ଦିର ଛୁଏଁ ଆକାଶ


ବଡଖିଆ ଡାକନ୍ତି ତାକୁ କେତେକ ଜନେ


ତା ନାମକୁ ଜପିବି ମୋର ହୃଦର ମନେ


ପାତର ଅନ୍ତର ନାହିଁ ଯେ ତାର ଦୁଆରେ


ଅଥଳରେ ଭାସଇ ପାଉନାହିଁ କିନାରେ




**********************


ମାନସ ରଞ୍ଜନ ପଟ୍ଟନାୟକ


ସଂପାଦକ -ମାଟିର ମହକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍