STORYMIRROR

Manas Ranjan Pattanayak

Others

2  

Manas Ranjan Pattanayak

Others

କାଳିଆ ସାଆନ୍ତ-ଭାଗ ୩୧

କାଳିଆ ସାଆନ୍ତ-ଭାଗ ୩୧

1 min
488



ତ୍ରେତୟାରେ ସିଏ ଶ୍ରୀରାମ ଦ୍ବାପରେ କୃଷ୍ଣ


ଅଧାଗଢ଼ା ମୂର୍ତ୍ତି ରୂପରେ ସେ ଅବତ୍ତୀର୍ଣ୍ଣ


ତା ଲାଗି ଏ ପୁର ନାମ ଅଟେ ଶ୍ରୀକ୍ଷେତ୍ର


ତା ବଡଦାଣ୍ଡେ ଆସିଛି ମୁଁ ନିମିତ୍ତ ମାତ୍ର


ତୁଳସୀ ମାଳକୁ ଆଣିଛି ଦେବି ଶ୍ରୀଅଙ୍ଗେ


ତା କୃପାରେ ରୋଗୀଣା ସାତ ସମୁଦ୍ର ଲଘେଂ


**********************

ମାନସ ରଞ୍ଜନ ପଟ୍ଟନାୟକ

ସଂପାଦକ -ମାଟିର ମହକ


Rate this content
Log in