STORYMIRROR

Manas Ranjan Pattanayak

Romance

2  

Manas Ranjan Pattanayak

Romance

ମୋ ପ୍ରିୟା (ଭାଗ ୯୭)

ମୋ ପ୍ରିୟା (ଭାଗ ୯୭)

1 min
380




ଲେଉଟାଣି ପାରା ଲେଉଟି ଆସିଛି ମୋ ଛାତ ତଳେ ବସିଛି


ପ୍ରିୟା ବୋଧେ ତାକୁ ଖବର କରିଛି ଖୁସିରେ ଗୁମୁରୁଅଛି!


ଯେଚେ ଘଉଡିଲେ ଉଡୁନାହିଁ କାହିଁ ନିରବେ ଚାହିଁ ଦେଉଛି


କହିବୁ କି ତୁହି ମିନତି କରୁଛି କେମିତି ସେ ସେଠି ଅଛି?

++++++++++++++++

ମାନସ ରଞ୍ଜନ ପଟ୍ଟନାୟକ

ସଂପାଦକ -ମାଟିର ମହକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance